ରାଜ୍ୟରେ ପୁଣି ବଢିଲା ବସ ଭଡ଼ା: ଜାଣନ୍ତୁ କେଉଁ ବସ ପିଛା କେତେ ବଢ଼ିଲା

ଭୁବନେଶ୍ବର: ରାଜ୍ୟରେ ତେଲଦର ହୁ ହୁ ହୋଇ ବଢୁଥିବା ବେଳେ ଏବେ ଯାତ୍ରୀଙ୍କୁ ପୁଣି ପଡ଼ିଛି ମହଙ୍ଗା ମାଡ଼। ରାଜ୍ୟରେ ବସ ଭଡ଼ା ପୁଣି ଥରେ ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି। ତେବେ ତେଲ ଦର ବୃଦ୍ଧି ପାଇବା କାରଣରୁ … Continue reading ରାଜ୍ୟରେ ପୁଣି ବଢିଲା ବସ ଭଡ଼ା: ଜାଣନ୍ତୁ କେଉଁ ବସ ପିଛା କେତେ ବଢ଼ିଲା